FCRA Compliance | Internship | Get involve  | Donation  |  Career  | Visitor Feedback  |  HR  
logo
   
welcome
Pecuc Blog spot
 
Media Clip

   ହିଂସା ଓ ନିଶାମୁକ୍ତ ପଞ୍ଚାୟତ

ହିଂସା ଓ ନିଶାମୁକ୍ତ ପଞ୍ଚାୟତ ଗଠନ ଲାଗି ମହିଳା ଲୋକ ପ୍ରତିନିଧିମାନଙ୍କୁ ନେଇ ଗଠିତ ମହାସଂଘ ଅଲିଭା ଫେଡେରେସନ ତାହାର ଉଦ୍ୟମ ଜାରି ରଖିଛି । ଆଗାମୀ ଦିନରେ ଅଧିକରୁ ଅଧିକ ମହିଳା ଲୋକ ପ୍ରତିନିଧିଙ୍କୁ ଏଥିରେ ସାମିଲ କରାଯିବ ବୋଲି ଆଜି ଏଠାରେ ମହିଳା ଲୋକପ୍ରତିନିଧି ଓ ଗଣମାଧ୍ୟମକୁ ନେଇ ଆୟୋଜିତ କର୍ମଶାଳାରେ କୁହାଯାଇଛି ।

ସ୍ୱେଚ୍ଛାସେବୀ ସଂଗଠନ ପିପୁଲ୍‍ସ କଲଚରାଲ ସେଣ୍ଟର (ପିକକ୍‍) ଓ ଦି ହଙ୍ଗର ପ୍ରୋଜେକ୍ଟର ମିଳିତ ସହାୟତାରେ ଆୟୋଜିତ ଏହି କର୍ମଶାଳାରେ ବାଲିଅନ୍ତା ଓ ବୋଲଗଡ ବ୍ଲକର ମହିଳା ଲୋକପ୍ରତିନିଧିମାନେ ଯୋଗ ଦେଇଥିଲେ । ବାଲିଅନ୍ତା ବ୍ଲକ ଅଲିଭା ଫେଡେରେସନର ସଭାପତି ତଥା ବେଣୁପୁର ସରପଞ୍ଚ ରଶ୍ମିତା ପାତ୍ର, ବୋଲଗଡ ଅଲିଭା ସଭାପତି ତଥା ବୋଲଗଡ ସରପଞ୍ଚ ବବିତା ସାହୁ, ପିକକ୍‍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଓ ପିକ୍‍କର ମିନାକ୍ଷୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ଉପସ୍ଥିତ ମହିଳା ଲୋକପ୍ରତିନିଧିମାନଙ୍କୁ ଉଦ୍‍ବୋଧନ ଦେଇ ଶ୍ରୀମତୀ ମହାନ୍ତି ଶାସନ ବ୍ୟବସ୍ଥାରେ ମହିଳା ପ୍ରତିନିଧିମାନେ ନିଜ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ ଯେ ବାଲିଅନ୍ତା ଓ ବୋଲଗଡର ୨୩ଟି ପଞ୍ଚାୟତର ୨୨୩ ଜଣ ମହିଳା ଲୋକପ୍ରତିନିଧି ଏହି ଅଭିଯାନରେ ସାମିଲ ଅଛନ୍ତି ।

ମହିଳା ଲୋକ ପ୍ରତିନିଧିମାନେ କିଭଳି ସରକାରୀ କାର୍ଯ୍ୟବ୍ୟବସ୍ଥା ବିଶେଷକରି ପଞ୍ଚାୟତର ଅର୍ଥ ପରିଚାଳନା ସଂକ୍ରାନ୍ତରେ ଭଲଭାବେ ବୁଝି ଉନ୍ନୟନ କାର୍ଯ୍ୟକୁ ଆଗକୁ ନେବେ ସେ ସଂକ୍ରାନ୍ତରେ ସେମାନଙ୍କୁ ତାଲିମ ପ୍ରଦାନ କରାଯାଉଛି ।

କର୍ମଶାଳାରେ ଉପସ୍ଥିତି ମହିଳା ପ୍ରତିନିଧିମାନେ ସେମାନଙ୍କର ସଫଳତାର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ବେଣୁପୁର ସରପଞ୍ଚ ଶ୍ରୀମତୀ ପାତ୍ର ନିଜ ଅଞ୍ଚଳକୁ ନିଶାମୁକ୍ତ କରିଥିବାବେଲେ ଏଥିପାଇଁ ପିକକ୍‍ ସେମାନଙ୍କୁ ସାହସ ଯୋଗାଉଥିବା କହିଥିଲେ ।

ବୋଲଗଡ ସରପଞ୍ଚ ବବିତା ସାହୁ ନାରୀ ନିର୍ଯ୍ୟାତା ଓ ବାଲ୍ୟ ବିବାହ ରୋକିବା କ୍ଷେତ୍ରରେ ଅଲିଭା ଫାଉଣ୍ଡେସନର କାର୍ଯ୍ୟ ସଂକ୍ରାନ୍ତରେ ଉଲ୍ଲେଖ କରିଥିଲେ । ସତ୍ୟଭାମାପୁରର ନାଏବ ସରପଞ୍ଚ ସାବିତ୍ରୀ ସାହୁ ନିଜସ୍ୱ ଉଦ୍ୟମରେ ଘରୋଇ ହିଂସାର ସମାଧାନ, ଭଇଁଚୁଆ ପଞ୍ଚାୟତର ୱାର୍ଡମେମ୍ବର ଲକ୍ଷ୍ମୀପ୍ରିୟା ସାହୁ ବାଲ୍ୟବିବାହ ରୋକିବା, ବାଲିଅନ୍ତାର ୱାର୍ଡମେମ୍ବର ବିଜୟିନୀ ପାତ୍ର ବିଦ୍ୟାଳୟରେ ଥିବା ଅସୁବିଧାକୁ ଦୂର କରିବା ସହିତ ଘରୋଇ ହିଂସା ରୋକିବା ଓ ଆବଶ୍ୟକ ସ୍ଥାନରେ ନଳକୂପ ଖନନ କରିଥିବା କହିଥିଲେ ।

ପୂରଣ ପଞ୍ଚାୟତର ୱାର୍ଡମେମ୍ବର ସ୍ୱପ୍ନା ଭୋଇ ନିଜ ଅଞ୍ଚଳର ସମସ୍ତ ପିଲାଙ୍କୁ ବିଦ୍ୟାଳୟକୁ ପଠାଇବା ସହିତ ଜଣେ ଦୁଃସ୍ଥ କର୍କଟରୋଗୀଙ୍କୁ ସହାୟତା କରିଥିବା ଦର୍ଶାଇଥିଲେ । ସେହି ପଞ୍ଚାୟତର ୱାର୍ଡମେମ୍ବର ଶାନ୍ତିଲତା ପ୍ରଧାନ ଭିନ୍ନକ୍ଷମଙ୍କୁ ସରକାରୀ ସହାୟତା କରିଥିବାବେଳେ ଭିଙ୍ଗାରପୁରର ୱାର୍ଡମେମ୍ବର ଗୀତାଞ୍ଜଳୀ ଦାସ ଜଣେ ଗରିବ ଲୋକଙ୍କୁ ସରକାରୀ ଘର ପାଇବାରେ ଉପୁଜିଥିବା ପ୍ରତିବନ୍ଧକ ଦର୍ଶାଇଥିଲେ ।

ପୁରୁଷଙ୍କ ପ୍ରତିଦ୍ୱନ୍ଦୀଙ୍କ ସହିତ ଲଢି ବିଜୟୀ ହୋଇଥିବା ବୋଲଗଡ ୱାର୍ଡମେମ୍ବର ଅଞ୍ଜନା ସ୍ୱାଇଁ ଯୋଜନାରୁ ବାଦ୍‍ ପଡିଥିବା ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଥିବା କହିଥିଲେ । ୱାର୍ଡମେମ୍ବର ପୁଷ୍ପଲତା ପାଇକରାୟ ନିଜ ଅଞ୍ଚଳରେ ଜଳ ସମସ୍ୟାର ସମାଧାନ କଥା କହିଥିଲେ ।  

Read More..

   ODISHA ELECTION WATCH & ADR TO LAUNCH MASSIVE VOTERS’ AWARENESS PROGRAMME

Bhubaneswar (7/9/2018): Odisha Election Watch (OEW), the state chapter of National Election Watch, on Friday announced its decision to undertake massive voters’ awareness programme in collaboration with Association for Democratic Reforms (ADR).
Throwing light on the objective of the awareness programme, former chief secretary and core team member of OEW Sahadev Sahu said, “The initiative aims to create larger awareness among voters regarding electoral process, increasing voter’s participation, particularly youth and women in forthcoming general elections and assembly elections and also to promote ethical voting.” OEW will launch the campaign “My Vote My Country: My Vote not for Sale” soon in the state, he added.
In her address, core team member, OEW Dr Seba Mohapatra said that the campaign shall be conducted in different villages and cities covering all the 30 districts of Odisha through mobile van campaign using audio visual materials, folk media, street play, different cultural actions, posters, pamphlets, workshops and awareness meetings.
OEW has appealed to all the print, electronics and web media of Odisha to join hands with it to create a conducive environment for ensuring free and fare elections, increasing voter’s turn out and promoting ethical voting, Mohapatra added. OEW and ADR have jointly launched a campaign titled “Hum Badlenge Apnaa Bharat” to sensitize children to perform their duties as citizens of India responsively and apprise them on challenges facing the Indian democracy.
Speaking on the occasion, coordinator of OEW Ranjan Kumar Mohanty said, “Banning of criminals from contesting elections is not only a necessity for the welfare of the nation, but it is also a means of safeguarding the integrity of the Parliament and Legislative Assembly.
If people with criminal records are allowed to contest elections, they may use unethical means and coercion to force persons to vote for them.
This will increase violence in elections and create challenge for free and fair elections.
This is a violation of the very fundamental basis of democracy.” OEW and ADR requests all the political parties that persons with serious criminal background and involved in heinous crime should be debarred from contesting election.
Political parties should not nominate such persons to contest elections on their behalf in the forthcoming general election and election to Odisha Legislative Assembly and restraint from distributing tickets to the persons with criminal background.
Also the political parties should disclose the criteria on which candidates are given tickets. Among others, former director, Doordarshan Baikuntha Nath Panigrahi also spoke on the occasion.

Read More..

   Youth convention on environment & ecology organised in Bhubaneswar

Bhubaneswar, 28/6/20o18 ( Odisha Samachar / Abhishek Mohanty )- : A two-day state level youth convention on environment and ecology was organised by People’s Cultural Centre (PECUC), in association with ECOSAVERS Youth Network and Adoptions Centrum on June 27 and 28 at DRTC here.

As many as 70 youths including members of ECOSAVER youth network promoted by PECUC, CAUSE, YSC, DISHA, OLS, Ruchika, PALLISHREE, Sikhyasandhan  and  NSS volunteers  participated in the convention and decided to take up massive plantation, protect forests, campaigning
against use of plastics, promote organic kitchen garden, conserve rainwater, make bird nests, observe different days relating to environment and create awareness among general public, youths, children and community people.

Additional Secretary of General Administration Department Pradeep Biswal, senior environment scientist State Pollution Control Board Dr Dilip Kumar Behera, Assistant Conservator  Forest, City forest Division, Bhubaneswar Ashok Mishra, Country Director, Adoptions
Centrum Ruby Rout, Secretary, PECUC Ranjan Kumar Mohanty, HOD, Department of Soil & Water Conservation Engineering, OUAT Prof. Balaram Panigrahi, Research Scholar Sushree Shailani Suman and Executive Director, PECUC Anuradha Mohanty spoke on the occasion and encouraged the youths to be  change agents  for  protecting the environment.

The two-day convention concluded with a vote of thanks by Programme Manager, PECUC Jyotirmayee Mohapatra.

The convention was supported by Panu Behera, Bijaya Senapati, Nilakantha Reddy, Bisnupriya Mohapatra and Reena Dash of PECUC.

Read More..

   NATIONAL CSO AWARD

National Election Watch was conferred the “National CSO Award 2015” by Election Commission of India for the campaign in Odisha, M.P.  UP, Maharashtra and Bihar for carrying out  “Mera Vote Mera Desh”- Campaign to promote ethical and informed voting. Mr. Ranjan Kumar Mohanty, Secretary, PECUC and State Coordinator of  Odisha Election Watch, the state chapter of National Election Watch received the Award for Odisha”for the best campaign on voter education and awareness for General Election 2014 for its commendable election related measures in the State of Odisha from Honorable former President of India Dr. A.P.J. Abdul Kalamon the occasion of 5th National Voters’ Day celebration held at the Jawaharlal Nehru Stadium, New Delhi on 25th of January, 2015.

Odisha Election Watch, that aims to strengthen and promote good governance with a view to further democratize polity at all levels, it had started its journey in the year 2004 by educating cross sections of the society towards political and Electoral reforms. It has undertaken a focused campaign in the state during the Elections 2014 i.e. My Vote My Country. The campaign aims at increasing voters’ turnover, voters’ participation and promoting ethical voting.

Association for Democratic Reforms (ADR) is coordinating the National process of Election Watch whereas PECUC, a leading civil society organization in Odisha is coordinating the state process of Election Watch. More than 150 civil society groups and large numbers of persons from different background including Media, academia, Retired Senior Bureaucrats, Doctors, Retd. Judges, Retd. Senior Police officials, Concern citizens are actively involved in the process. 30 CSOs are coordinating the District level process in 30 districts.

Read More..

   NATIONAL CSO AWARD

PECUC and State Coordinator of  Odisha Election Watch, the state chapter of National Election Watch received the Award for Odisha”for the best campaign on voter education and awareness for General Election 2014 for its commendable election related measures in the State of Odisha from Honorable former President of India Dr. A.P.J. Abdul Kalamon the occasion of 5th National Voters’ Day celebration held at the Jawaharlal Nehru Stadium, New Delhi on 25th of January, 2015.

   Harsh Mayar with Jitendra Mishra reaching Bhubaneswar for inauguration of 25 th PECUC -SISUMELA - Se

Harsh Mayar with Jitendra Mishra reaching Bhubaneswar for inauguration of 25 th PECUC -SISUMELA - See more at: http://www.orissadiary.com/CurrentNews.asp?id=54895#sthash.pPggPdd2.dpuf

Read More..

   24th PECUC sisumela 2013 - Valediction

24th PECUC Sisu Mela 2013 concluded with mesmerizing performances by children

Read More..

onliners

Children Festival

childrens_festival_ad

Featured Video

emr

childrens_ad

All rights Reserved 2014-15
Designed by Cyber Wizard